ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି, ଡାକ୍ତରଙ୍କ ସୁରକ୍ଷା ପାଇଁ ରହିବେ ସ୍ପେସାଲ ସିକ୍ୟୁରିଟି

(ଯୁଗାବ୍ଦ ନ୍ୟୁଜ ) କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଆଉ ଏବେ ଏହି ଡାକ୍ତରମାନଙ୍କ ଉପରେ ସାରା ଦେଶରେ ଅତ୍ୟାଚାର ବଢିଚାଲିଛି । ଡାକ୍ତର ଓ ମେଡିକାଲ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ . ହର୍ଷବର୍ଦ୍ଧନ । କର୍ମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ମାନଙ୍କୁ ସୁରକ୍ଷା ଦେବା ପାଇଁ ଜାରୀ ହୋଇଛି ଏହି ଆଡଭାଇଜରୀ । ୯ଟି ଗୁରୁତ୍ୱପୁର୍ଣ୍ଣ ପଏଣ୍ଟ ଉପରେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ