ଡା.ଆମ୍ବେଦ କରଙ୍କ ସ୍ଥାନରେ ସୁବାଷ ଚନ୍ଦ୍ର ବୋଷ ଙ୍କୁ ମନେ ପକାଇଲେ

ମୋହନା,(ଅଂଶୁମାନ ପଣ୍ଡା):ରାଜ୍ୟ ବାପି ଡ଼ାକ୍ତର ଆମ୍ବେଦକର ଙ୍କ ଜନ୍ମ ଦିନ ପାଳୁଛନ୍ତି କିନ୍ତୁ ଗଜପତି ଜିଲ୍ଲା ପରିଷଧ ଅଧଖ୍ୟ ସୁବାସ ଚନ୍ଦ୍ରବୋଷ ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ କରି ଦୀପ ପ୍ରଜ୍ୱଳନ କରୁଛନ୍ତି ଅନ୍ୟ ପଟେ ଜିଲ୍ଲାରେ ବିଜେପି ପକ୍ଷ୍ୟରୁ ଡ଼ାକ୍ତର ଆମ୍ବେଦକରଙ୍କ ଜୟନ୍ତି ପାଳୁଛନ୍ତି ଓ ମାକ୍ସ ବାଣ୍ଟି ସଚେତନ କରୁଥିବା ବେଳେ ଜଣେ ଜିଲ୍ଲା ପରିଷଧ ଅଧକ୍ଷ୍ୟ କିପରି ନଜାଣି ସୁବାସ ଚନ୍ଦ୍ର ବସ ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ କଲେ ନିଜ ଘରେ କିଛି କର୍ମୀ ଙ୍କ ସାଙ୍ଗରେ ଏହା ଦେଶ ପାଇଁ ଅପମାନ ବୋଲି କିଛି ବୁଦ୍ଧିଜୀବୀ କହିବା ସହ ନିନ୍ଦା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ