ଦିଗପହଣ୍ଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗଣ ଶିକ୍ଷକ ଏବଂ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ର ଡାକରା କ୍ରମେ ଗୁରୁବାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶ ସେଠୀ ଙ୍କ ଜରିଆରେ ଗୁରୁବାର ସ୍ମାରକପତ୍ର ପ୍ରଦାନ ସମୟରେ ବ୍ଲକ ସଭାପତି ବିଜୟ କୁମାର ଗୌଡ଼,କାର୍ଯ୍ୟକାରୀ ସଭାପତି ,ମୃତ୍ୟୁଞ୍ଜୟ ଗୌଡ଼,ଉପସଭାପତି – ସନ୍ତୋଷ କୁମାର ସାହୁ, ସମ୍ପାଦକ -ଗଙ୍ଗାଧର ପ୍ରଧାନ, ସହସମ୍ପାଦକ – ଅଲେଖ ନାୟକ,କୋଷାଧ୍ୟକ୍ଷ – କୁରେଶୁ ଡାକୁଆ, ସହ କୋଷାଧ୍ୟକ୍ଷ -ଭାଗିରଥି ରାହା ଙ୍କ ସମେତ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ  ସମସ୍ତ ଗଣ ଶିକ୍ଷୟତ୍ରୀ ଶିକ୍ଷକ, ଏକ୍ସ କ୍ୟାଡ଼ର ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ