ଦୁର୍ଲ୍ଲଭ ହୀରା ମୁଦି

ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ । ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି । ସ୍ଥାନୀୟ କ୍ରେଷ୍ଟ ନିଲାମ ଗୃହରେ ଏହାର ନିଲାମ ହେବ । ଏହି ହୀରାମୁଦିରେ ୭.୦୩ କ୍ୟାରେଟ୍ ଓଜନର ନୀଳ ରଙ୍ଗର ହୀରା ଲାଗିଛି । ଏଥିରେ ଆୟତାକାର ଆକାରର ହୀରା ଲାଗିଥିବା ନିଲାମର ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ନିଲାମ ଉତ୍ସବରେ ଦେଶ ବିଦେଶରୁ ବହୁ ବ୍ୟବସାୟୀଙ୍କ ସମାଗମ ହେବାର ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ