ଦେଶର ସବୁୁଠୁ ଧନୀ ବାହାଘର

ଭାରତର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକା ମେହେତା ଆଜି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏହି ବିବାହ ମୁମ୍ବାଇସ୍ଥିତ ଜିୟୋ ୱର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ।ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ରିସ୍ପେସନ। ଆକାଶ ଓ ଶ୍ଲୋକା ମେହେତାଙ୍କ ରିସ୍ଫେସନ ପାର୍ଟିରେ ସାମିଲ ହେବେ ଅନେକ ବିଶିଷ୍ଟ ବ୍ୟକ୍ତି।
ଆକାଶ ବିବାହ କରୁଥିବା ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସ୍ର ମାଲିକ ରଶେଲ ମେହେଟ୍ଟାଙ୍କ ଝିଅ।ଆକାଶ ଓ ଶ୍ଳୋକାଙ୍କ ନିର୍ବନ୍ଧ ଗତ ବର୍ଷ ଜୁନ ୨୮ ତାରିଖରେ ମୁମ୍ବାଇରେ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ