ଧର୍ମ ପରାୟଣା ମହିଳାଙ୍କ ପରଲୋକ

ନାଉଗାଁ:ନାଉଗାଁ ବ୍ଳକ ଅଲଣା ପଂଚାୟତ ଅନ୍ତର୍ଗତ ବେଣାପଡା ଗ୍ରାମର ଚୈତନ୍ୟ ଚରଣ ମହାନ୍ତିଙ୍କ ଧର୍ମପତ୍ନୀ କ୍ଷେତ୍ରମଣୀ ମହାନ୍ତି(୯୫)ଙ୍କର ଶନିବାର  ପରଲୋକ ଘଟିଛି । ସେ ଜଣେ ଧର୍ମ ପରାୟଣା,ମିଷ୍ଠିଭାଷୀ,ସେହ୍ନୀ ମହିଳା ଥିଲେ ।  ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ଦୁଇ ପୁଅ ଓ ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପଚାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ