ରାଜନୀତି ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ 25/03/201926/03/2019 admin 0 Comments ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ଗଞ୍ଜାମ ଜିଲ୍ଲା ର ଗୋପାଳପୁର ବିଧାନ ସଭା ଆସନ ପାଇଁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ କୁମାର ପ୍ରଣିଗ୍ରାହୀ ହଜାର ହଜାର ସମର୍ଥକ ଦଳୀୟ କର୍ମକର୍ତ୍ତା ଙ୍କ ସହ ଆସି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । Spread the love