ନୂଆଖାଇ ଅବସରେ ପ୍ରଧାନମନ୍ତ୍ରୀ ଙ୍କ ଶୁଭେଚ୍ଛା

ନୂଆଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶଆବାସୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା । ପରମ୍ପରା ଅନୁସୀରେ । ଆଜି ସମସ୍ତେ ଏକତ୍ରିତ ଖାଇଛନ୍ତି ନବାନ୍ନ। ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଭୋଗ ଲାଗି କରାଯିବା ପରେ ସମସ୍ତେ ଏକତ୍ରିତ ହୋଇ ନବାନ୍ନ ଖାଇଛନ୍ତି। ନୂଆଁ ବ୍ରସ୍ତ୍ର, ନୂଆ ଚାଉଳ, ନାଚ, ଗୀତ, ବାଦ୍ୟରେ ଦୁଲୁକୁଛି ପୂରା ପଶ୍ଚିମ ଓଡ଼ିଶା। ସମସ୍ତେ ସାଙ୍ଗ, ସାଥୀ ସଂପର୍କୀୟଙ୍କୁ ଜଣାଇଛନ୍ତି ନୂଆଁଖାଇର ଶୁଭେଚ୍ଛା ଦେବା ସହ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ