ପାଗକୋହଲା କୁ ସେଲ୍ଫିପଏଣ୍ଟ ସାଜିଲା ଯୋରନ୍ଦା ଧୂନି ମନ୍ଦିର

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ଧୂନି ମନ୍ଦିର ଆଜି ପବିତ୍ର ବଡ ଦିନ ରେ ସାଜିଲା ସେଲ୍ଫିପଏଣ୍ଟ ଜିଲ୍ଲାର ପ୍ରତେକ ଦିନ ଏହି ସ୍ଥାନରେ ଭିଡ଼ ଥିବା ବେଳେ ଆଜି ଏହି ସ୍ଥାନରେ ଅବ୍ୟଵେବସ୍ତା ପଡିଛି ଅଖଣ୍ଡଜୋତି ମନ୍ଦିର ଏହା କୁ ନୁର୍ତନ ସରକାରଙ୍କ ଅଣଦେଖା ଏହି ସେଲ୍ଫି ପଏଣ୍ଟ ଟି ପୂର୍ବତନ ସରକାର ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ଏବେ ଫାଙ୍କା ରେ ବିଜେପି ସରକାର ନାଁ ସ୍ଥାନୀୟ ଜନତା ଯେତେ ଗୁହାରିକଲେବି ହେଉନାହିଁ ମହିମାଗlଦି ର ଉର୍ନତି ପାଇଁ ସ୍ଥାନୀୟ ଲୋକ ଯେତେ ଗୁହାରି କଲେବି ବଦଳୁନାହିଁ ଅଖଣ୍ଡବତୀ ମନ୍ଦିର ର ଉନ୍ନତି କିଏ କରିବ ପୂର୍ଣ୍ଣ ସ୍ଥାନୀୟ ଜନତା ଅସନ୍ତୋଷ ଆଜି ପବିତ୍ର ବଡ ଦିନ ସରିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ