ପାଣିଘେରରେ ଥିବା ଅସହାୟ ପରିବାରଙ୍କୁ ସାହାଯ୍ୟ କଲେ ଯୁବକ ସଂଗଠନ

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାହାରଣା ଗ୍ରା.ପ ର ତେନ୍ତୁଳିଗୁଆଁ ଗ୍ରାମରେ ପଲ୍ଲୀମଙ୍ଗଳ ଯୁବକ ସଙ୍ଗଠନ ତରଫରୁ ଗ୍ରାମରେ ପାଣି ଘେର ରେ ଥିବା ପ୍ରାୟ 20 ନିଃଶହାୟ ଗରିବ ପରିବାର କୁ ଚୁଡା,ଚିନି ,ଅଟା,ବିସ୍କୁଟ୍,ମିକ୍ସଚର୍,ଆଳୁ,ପିଆଜ ଇତ୍ୟାଦି ବଣ୍ଟନ କରାଯାଇଅଛି | ଏହି କାର୍ଯ୍ୟକ୍ରମ ରେ ଯୁବକସଂଘ ର ସଭାପତି ଶତ୍ରୁଘ୍ନ ମହାନ୍ତି, ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଙ୍କ ସହିତ ସମସ୍ତ ସଭ୍ୟ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ