ପୁଣି ଭାରରେ ବୁହାହେଲା ଶବ

କଳାହାଣ୍ଡି ,( ଯୁଗାବ୍ଦ ନ୍ୟୁଜ୍): ଓଡିଶା ର ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାର ଥୁଅମୂଳ ରାମପୁର ବ୍ଲକ ଗୁଣପୁର ସ୍ଥିତ ସ୍ୱରାଜ ମେଡିକାଲ ରେ ଭର୍ତ୍ତି ବାଲିସର। ଗାଁ ର ନିଗିଡି ମ।ଝି(୭୦)ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ଘଟିବା ପରେ ମହାପ୍ରୟାଣ କିମ୍ବା ଆମ୍ବୁଲାନ୍ସ ନ ମିଳିବାରୁ ଗୁଣପୁର ରୁ ବାଲିସର। ପ୍ରାୟ ୬ କିଲୋମିଟିର ଦୂର ଶବ କୁ ଏକ ଦୋଳ।ରେ ବୁହିନେବା କୁ ପଡିଥିବା ଦେଖିବାକୁ ମିଳିଛି । ଅନେକ ସମୟରେ କଳାହାଣ୍ଡି ଜିଲ୍ଲାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଦାନମ।ଝି ର ଶବ ବୁହାଘଟଣା ର ପୁଣି ଏହି ଅଞ୍ଚଳରେ ପୁନରୁ ବୃତି ଘଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ