ବନ୍ଧୁଙ୍କ ବାସ୍ତୁପୂଜାକୁ ଯାଉଥିଲେ….

ଉପହାର ଦେବା ଓ ଗ୍ରହଣ କରିବା ଏକ ସାଧାରଣ କଥା । ଜନ୍ମଦିନ, ବାହାଘର ଅବା ପର୍ବପର୍ବାଣିରେ ଆମେ ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଉପହାର ଦେଉ । ତେବେ ବନ୍ଧୁ ଅବା କୌଣସି ସମ୍ପର୍କୀୟ ନୂଆ ଘରର ବାସ୍ତୁପୂଜାକୁ ଗଲା ବେଳେ ଆପଣ ଉପହାର ନେଇଯାଉଛନ୍ତି କି? ସାଧାରଣତଃ କାହାରି ନୂଆ ଘରର ପୂଜା ଅବା ବାସ୍ତୁ ଉପରେ ଯୋଗଦେବା ବେଳେ ଆମେ ଉପହାର ନେଉନାହୁଁ । କିନ୍ତୁ ସେ ସମୟରେ ବନ୍ଧୁଙ୍କୁ ଉପହାର ଦେଲେ ଦେବା ଲୋକ ଶୁଭ ହୋଇଥାଏ ବୋଲି କୁହାଯାଏ । ଏହି ଅବସରରେ ବାସ୍ତୁ ଅନୁଯାୟୀ ଉପହାର ଦେଲେ ଆର୍ଥିକ ଅଭିବୃଦ୍ଧି ହେବା ସହ ସୌଭାଗ୍ୟ ପ୍ରାପ୍ତି ହୁଏ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଏମିତି କିଛି ଉପହାର ସମ୍ପର୍କରେ ଯେଉଁଗୁଡ଼ିକୁ ବନ୍ଧୁଙ୍କୁ ତାଙ୍କର ନୂଆ ଘରର ବାସ୍ତୁ ପୂଜା ସମୟରେ ଦେଲେ ସେ ଖୁସି ହେବେ ଓ ଆପଣଙ୍କର ବି ଭଲ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ