ବାଜପେୟୀଙ୍କ ଜନ୍ମଦିନ ଅବସରରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଆଜି ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ରୋଗୀ ମାନଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଛି । ସେଣ୍ଟ ଜାଭିୟର ହାଇସ୍କୁଲର ପରିଚାଳନା କମିଟିର ସଭାପତି ଉଦୟନାଥ କରଙ୍କ ସମେତ ଅନେକ ଶିକ୍ଷକ ଓ କର୍ମଚାରୀମାନେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ୧୪୦ଜଣ ରୋଗୀଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ