ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରାକରୋନା ଭୁତାଣୁ ସଂକ୍ରମଣ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ରାଜଗୁରୁ ସାହି ଠାରେ ଥିବା ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ‘ସ୍ୱାସ୍ଥ୍ୟ ସୁରକ୍ଷା’ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଚୀନ ଦେଶର କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବାର ଉପାୟ ଗୁଡିକ ସ୍ୱେଚ୍ଛାସେବୀ ସଞ୍ଜୟ ଜେନା ଶିଶୁମାନଙ୍କୁ ଅବଗତ କରାଇଥିଲେ । ଭ୍ରାମ୍ୟମାଣ କରି ବାଳମୁକୁନ୍ଦ କେନ୍ଦ୍ରରେ ଦିଆଯଆଉଥିବା ଶିକ୍ଷାରେ ମୂଲ୍ୟାୟନ କରାଯିବାପାଇଁ ବାଳମୁକୁନ୍ଦ ପରିବାରକୁ ସ୍ୱାମୀ ମୁକୁନ୍ଦାନଜୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ରର କର୍ମକର୍ତ୍ତାମାନେ ଜଣାଇବା ସହ ଏହି ସୁଚନା ଶିଶୁମାନଙ୍କୁ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ