ବିରୋଧୀ ପାଟିରେ ମୋଦି ଙ୍କ ଜୟଗାନ

(ଯଗାବ୍ଦ ନ୍ୟୁଜ)-ପୂର୍ବତନ କୁଟନୀତିଜ୍ଞ ତଥା ଥିରୁଅନ୍ତପୁରମ୍ ର କଂଗ୍ରେସର ସାଂସଦ ଶଶୀ ଥର୍ରୁର ଙ୍କ ମୁହଁରେ ମୋଦିଙ୍କ ଜୟଜୟକାର କଥା ବିଶ୍ୱସ ହେଉନଥିଲେ ମଥ୍ୟ ସତ୍ୟ ରବିବାର ପୁଣରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଥରୁର କହିଛନ୍ତି ସେ ବିଦେଶରେ ଭାରତର ପ୍ରତିନିଧିତ୍ୱ କରୁଥିବାରୁ ପ୍ରଶଂସା ପାଇବାର ଯୋଗ୍ୟ ଏହି କଥା ଏତିକି ବେଳେ ଉଠିଛି ଯେତେବେଳେ ପ୍ରଧାନମନ୍ତ୍ରୀ ଙ୍କଆମେରିକାରେ ଜୋରଦାର ସ୍ୱାଗତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ