ବିଶ୍ୱହିନ୍ଦୁ ପରିଷଦର ପାରଳାଖେମୁଣ୍ଡି ନଗର ସମତି ଚୟନ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିଶ୍ୱହିନ୍ଦୁ ପରିଷଦର ପାରଳାଖେମୁଣ୍ଡି ନଗର ସମିତି ଚୟନ ବୈଠକ ଅନୁଷ୍ଠିତ କାର୍ଯ୍ୟକ୍ରମର ମହନ୍ତ ମହାରାଜ ରାମାନନ୍ଦ ଦାସ, ପରିଷଦର ପୂର୍ବତନ ଜିଲ୍ଲା ସଭାପତି ତଥା ଆଜୀବନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ପ୍ରଭାରୀ ତରଣୀସେନ ଦାସ, ଜିଲ୍ଲାନିଧି ପ୍ରମୁଖ ହରିମୋହନ ପଟ୍ଟନାୟକ ଏବଂ ଜିଲ୍ଲା ସଭାପତି କୌଳାଶ ଗୌଡ ପ୍ରମୁଖଙ୍କ ଉପସ୍ତିତିରେ ନଗର ସମିତି କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପରିଷଦର ନଗର ସବାପତି କୌଳାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ନିନାକୁମାର ଟହଲ, ସମ୍ପାଦକ ମୋନଜ କୁମାର ଦାସ, ସହ-ସମ୍ପାଦକ ଲକ୍ଷ୍ମୀକାନ୍ତ ପାଢୀ, ସତସଙ୍ଗ ପ୍ରମୁଖ ସତ୍ୟନାରାୟଣ ସାହୁ, ସହସତସଙ୍ଗ ପ୍ରମୁଖ ମାଳତୀ ସାହୁ, ନିଧିପ୍ରମୁଖ ଗୌରହରି ପଟ୍ଟନାୟକ, ବଜରଙ୍ଗ ଦଳ ସଂଯୋଜକ ସତ୍ୟନାରାୟଣ କାର୍ଜୀ, ଦୁର୍ଗ-ବାହିନୀ ସଂଯୋଜିକା ଉଷାରାଣି ମିଶ୍ର, ଧର୍ମ-ପ୍ରଚାର ପ୍ରମୁଖ ସନ୍ଦୀପ ମହାନ୍ତି ସାମାଜିକ ସମରସତା ଦୁର୍ଗା ମାଧବ ପାଣିଗ୍ରାହୀ, ଗୋରକ୍ଷା ପ୍ରମୁଖ ରାମକୃଷ୍ଣ ବେଣିଆ, ଅର୍ଚ୍ଚବ ଓ ପୂଜକ ଦୁର୍ଗା ପ୍ରସାଦ ଦାସ, ଏକଲ କ୍ଷୀରାଦ୍ୱୀ ତନୟା ପଣ୍ଡା, ମାତୃଶକ୍ତି ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖହ୍‌କୁ ପରିଷଦର ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଚଳିତ ମାସରେ ଗତ ୧ ତାରିଖ ଦିନ ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଠାରେ ବିଶ୍ୱହିନ୍ଦୁ ପରିଷଦ ତଥା ଜିଲ୍ଲାର ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ମାନେ ହେଲେ ଜିଲ୍ଲା ସବାପତି କୌଳାଶ ଗୌଡ, ଉପସଭାପତି ଆଶାଲତା ପାଣିଗ୍ରାହୀ, ସମ୍ପାଦକ ଶ୍ୟାମସୁନ୍ଦର ଶବର, ସହସମ୍ପାଦକ ନାରାୟଣ ରଇତ, ବଜରଙ୍ଗ ଦଳ ସଂଯୋଜକ ଲୋକନାଥ ମିଶ୍ର, ଜିଲ୍ଲାନିଧି ବିଭାଗ ହରିମୋହନ ପଟ୍ଟନାୟକ ଏକଲ-ଦାୟିତ୍ୱ ଜଗଦୀଶ ମହାପାତ୍ର ଓ ସାମାଜିକ ସମରସତା ନରସିହଂ ଗୌଡ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ