ଲିଙ୍ଗରାଜ ମହାନ୍ତି ପାରାଦୀପ ପୋର୍ଟ ଆଣ୍ଡ୍ ଡକ୍ ମଜଦୁର ସଂଘର ସଭାପତି ଭାବେ ନିର୍ବାଚିତ

ନାଉଗାଁ  (ଓ୍ବାଇଏନଏସ) : ନାଉଗାଁ ବ୍ଲକ୍ ଅନ୍ତର୍ଗତ ଅଲଣା ପଂଚାୟତ ଅରଖପାରୀ ଗ୍ରାମର ବିଶିଷ୍ଟ ଆଇନଜୀବୀ ତଥା ଲୋକ ଜନଶକ୍ତି ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଲିଙ୍ଗରାଜ ମହାନ୍ତି ପାରାଦୀପ ପୋର୍ଟ ଆଣ୍ଡ୍ ଡକ୍ ମଜଦୁର ସଂଘର ସଭାପତି ଭାବେ ୨୦୨୬-୨୭ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ