ବିିରୁପା ନଦୀରେ ବୁଡିଗଲେ ଦୁଇ ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଇନ୍ଦୁପୁର ନିକଟସ୍ଥ ଛୋଟୀ ଗ୍ରାମ ନିକଟରେ ଥିବା ବିରୂପା ଘାଟିକୁ ଗୁରୁବାର ସକାଳେ ଦୁଇଜଣ ସାଙ୍ଗ ଗାଧେଇବାକୁ ଯାଇଥିଲେ। ତେବେ ଗାଧୋଉ ଥିବା ସମୟରେ ହଠାତ ଦୁଇଜଣ ସାଙ୍ଗ ବୁଡି ଯାଇଥିଲେ। ଖବର ପାଇ ଗ୍ରାମବାସୀ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିପୋର୍ଟ ଲେଖାହେଲା ପର‌୍ୟ୍ୟନ୍ତ ଜଣଙ୍କ ଶବ ଉଦ୍ଧାର ହୋଇପାରିଥିଲା। ଏବେ ବି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଦୁଇସାଙ୍ଗ ମଧ୍ୟରୁ ଜଣଙ୍କ ନାମ ଲୁପୁନ୍‌ ପ୍ରଧାନ ଓ ଅନ୍ୟଜଣକ ନାମ ଆକାଶ ଦାସ ବୋଲି ଜଣାପଡ଼ିଛି। ଏହି ଅଘଟଣ ଖବର ମିଳିବା ପରେ ସମଗ୍ର ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଇନ୍ଦୁପୁର ନିକଟସ୍ଥ ଛୋଟୀ ଗ୍ରାମ ନିକଟରେ ଥିବା ବିରୂପା ଘାଟିକୁ ଗୁରୁବାର ସକାଳେ ଦୁଇଜଣ ସାଙ୍ଗ ଗାଧେଇବାକୁ ଯାଇଥିଲେ। ତେବେ ଗାଧୋଉ ଥିବା ସମୟରେ ହଠାତ ଦୁଇଜଣ ସାଙ୍ଗ ବୁଡି ଯାଇଥିଲେ। ଖବର ପାଇ ଗ୍ରାମବାସୀ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିପୋର୍ଟ ଲେଖାହେଲା ପର‌୍ୟ୍ୟନ୍ତ ଜଣଙ୍କ ଶବ ଉଦ୍ଧାର ହୋଇପାରିଥିଲା। ଏବେ ବି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଦୁଇସାଙ୍ଗ ମଧ୍ୟରୁ ଜଣଙ୍କ ନାମ ଲୁପୁନ୍‌ ପ୍ରଧାନ ଓ ଅନ୍ୟଜଣକ ନାମ ଆକାଶ ଦାସ ବୋଲି ଜଣାପଡ଼ିଛି। ଏହି ଅଘଟଣ ଖବର ମିଳିବା ପରେ ସମଗ୍ର ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ