ବୁଦ୍ଧ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ

ଯାଜପୁର, (ଯୁଗାଦ୍ଦ ନ୍ୟୁଜ), ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା କାରୁଣିକ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମାଲ୍ୟାର୍ପଣ କରିବା ସହ ବୁଦ୍ଧଙ୍କର ବାଣୀ ସତ୍ୟ, ଅହିଂସା ଓ ପରୋପକାର ଆଜିର ସମାଜ ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ସମାଜ ସେବୀ ନିଶିଥ ଦାସ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ, ଯୋଗ ଗୁରୁ ମନ୍ମଥ ସାମଲ, ଇଂ. ଶରତ ଚନ୍ଦ୍ର ମହାପାତ୍ର, ସରୋଜ କୁମାର ଜେନା , ପରମାନନ୍ଦ ତ୍ରିପାଠୀ , ଦେବେନ୍ଦ୍ର ସେଠୀ, ଅଧ୍ୟାପକ ବେଣୁଧର ମଲ୍ଲିକ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ