ମୋହନା ରେ ପହଁଚିଲା କୋଭିଡ଼ ଟୀକା

,ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ମେଡିକାଲ ରେ ଆଜି ପହଞ୍ଚିଚି କୋଭିଡ ଟୀକା ଏହି ଟୀକା କୁ ସ୍ୱାଗତ କରିଛନ୍ତି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ନମିତା ପଣ୍ଡା ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ମେଡିକାଲ କର୍ମଚାରୀ ଉପସ୍ଥିତ ରହିଥିଲେ ! ଗତକାଲି୧୦୦ ଜଣକୁ ଟୀକା ଦିଆଯିବ ବୋଲି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସୂଚନା ଦେଇଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ