ଯୁବନେତା ଦିଲ୍ଲିପଙ୍କ ମହାନତା
ବାଲେଶ୍ଵର,(ଓ୍ବାଇଏନ୍ଏସ୍) : ବାଲେଶ୍ଵରଉପ ନିର୍ବାଚନ ପ୍ରଚାରରେ ଯାଇଥିବା ବିଜୁ ଜନତା ଦଳର ଯୁବନେତା ଦିଲ୍ଲିପ ଧିର ସାମନ୍ତ ଦଳିୟ ପ୍ରଚାର ସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜଣେ ପୋଡ଼ିଜାଇଥିବା ରୋଗୀଙ୍କୁ ଠିକ୍ ଭାବାରେ ଚିକିତ୍ସା ଯୋଗଇଦିଆନଜାଉଥିବାର ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ |ଯୁବନେତା ତଥା ବରିଷ୍ଠ ସମାଜସେବୀ ଦିଲ୍ଲିପ ଧିର ସାମନ୍ତ ପହଞ୍ଚିବା ସଙ୍ଗେ ସଙ୍ଗେ ଡକ୍ଟରଙ୍କ ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ତାଙ୍କର ଉନ୍ନତମାନତ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିଲି ଏବଂ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଥିଲେ । ସମସ୍ତ ଅଶହାୟ ରୋଗୀ ମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ସମ୍ପୁର୍ଣ୍ଣ ସହଯୋଗ ଯୋଗାଇଦେଉଛନ୍ତି ।


