ରମେଶ ଚନ୍ଦ୍ର ଜେନା ନାମାଙ୍କନପତ୍ର ଦାଖଲ କରିବେ ୨୫ରେ
୨୫,୦୩,୨୦୧୯ ରିଖ ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ନାମାଙ୍କନପତ୍ର ଦାଖଲ କରିବେ। ଫାଷ୍ଟ ଗେଟ୍ ଠାରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। କଂଗ୍ରେସ ଦଳ ର ସମସ୍ତ କର୍ମୀ ଏବଂ ଅଞ୍ଚଳର ସମସ୍ତ କଂଗ୍ରେସ ପ୍ରେମୀ ବନ୍ଧୁ ମାନଙ୍କୁ ଅନୁରୋଧ ସକାଳ 09.30 ସମୟରେ ବ୍ରହ୍ମପୁର ସ୍ଥିତ ଫାଷ୍ଟ ଗେଟ୍ ଠାରେ ଉପସ୍ଥିତ ରହିବେ ।


