ରାଜ୍ୟରେ ୧୬୬୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୬, ଯାଜପୁରରେ ୧୧, ଖୋର୍ଦ୍ଧାରେ ୧୧, ନୟାଗଡ଼ରେ ୭, ବଲାଙ୍ଗୀରରେ ୨, ଜଗତସିଂହପୁରରେ ୨, କେନ୍ଦୁଝରରେ ୧, ସମ୍ବଲପୁରରେ ୨, ସୋନପୁରରେ ୪ ଓ ବରଗଡ଼ରେ ଜଣେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଂଟାଇନ ସେଂଟରରେ ରହୁଥିବାବେଳେ ୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୮୧୨ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ