ରାଜ୍ୟର ପ୍ରଥମ ଡେଙ୍ଗୁ ମହିଳା ରୋଗୀଙ୍କ ମୃତ୍ୟୁ
କେନ୍ଦ୍ରପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରପଡା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା ଡେଙ୍କୁ ରୋଗରେ ଆକ୍ରନ୍ତ ହୋଇ କଟକ ଏସସିବି ହସପିଟାଲରେ ଚିକିସ୍ରିତ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ୨୭ ତାରିଖରେ ମହିଳା ଜଣକ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଭର୍ତ୍ତି ହୋଇ ଚିକିସ୍ରିତ ହେଉଥିଲେ । କିନ୍ତୁ ଚିକିସ୍ାଧିନ ସମୟରେ ତାଙ୍କର ମୃତୁୃ୍ୟ ହୋଇ୍ଥିବା ଜଣାପଡିଛି । ରାଜ୍ୟରେ ବର୍ଷା ସାଙ୍ଗକୁ ପରିବେଶ ଅପରିସ୍କାର ହେଉଥିବାରୁ ଡେଙ୍ଗୁ ମଶାର ପାର୍ଦୁର୍ଭାବ ବଢିଚାଲିଥିବା ବେଳେ ଚଳିତ ଦଶନ୍ଧିରେ ଡେଙ୍ୁ ମହାମାରୀ ରୁପ ନେଇ୍ଥିଲା । ତେଣୁ ପ୍ରଶାସନ ତରଫରୁ ଡେଙ୍ଗୁର ଚିକିସ୍ରା ନିମନ୍ତେ ସ୍ୱତନ୍ତ୍ର ୱାର୍ଡ କରାଯିବା ସହ ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।


