ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗିରବ କରି ରଖିଛି। ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣିଠାରୁ ଚିଟ୍‌ଫଣ୍ଡ ପର‌୍ୟ୍ୟନ୍ତ ଭ୍ରଷ୍ଟାଚାରରେ ସମ୍ପୃକ୍ତ। ଚିଟ୍‌ଫଣ୍ଡ ଯୋଗୁ ବାଲେଶ୍ଵର ଜନତା ତଳିତଳାନ୍ତ ହୋଇଛନ୍ତି। ଲୋକଙ୍କ ଟଙ୍କା ଲୁଟିଥିବା ଦୋଷୀକୁ କ୍ଷମା କରାଯିବ ନାହିଁ। ଓଡ଼ିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଞ୍ଜିନ ଦରକାର। ବିଜେପିକୁ ୫ବର୍ଷ ସୁଯୋଗ ଦିଅ। ୫ ଗୁଣା ଭଲ କାମ କରି ଦେଖାଇବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ମୋଦୀ ବାଲେଶ୍ଵର ଜିଲାର ବସ୍ତାଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଏହା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ