ରାଜ୍ୟସ୍ତରୀୟ କ୍ରିକେଟ୍‌କୁ ଗଜପତିର ସନ୍ତୋଷ ଚୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସନ୍ତୋଷ ଲେଙ୍କା ରାଜ୍ୟସ୍ତରୀୟ କ୍ରିକେଟ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୧୬ରେ ବିହାରର ପ ସହରରେ ଅନୁଷ୍ଠିତ ହେବ। ତାଙ୍କର ସଫଳତାକୁ ନେଇ ପ୍ରଧାନଶିକ୍ଷକ, କ୍ରୀଡ଼ା ଶିକ୍ଷକ ତଥା ଆଞ୍ଚଳିକ କ୍ରିକେଟ ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ