ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ପାଇଁ ଚଳଚଞ୍ଚଳ କଟକ ସହର
(ଯୁଗାବ୍ଦ ନ୍ୟୁଜ )କଟକ ର ଜବହାରଲାଲ ନେହୁର ଇଣ୍ଡୋ ଷ୍ଟାଡିୟମ ରେ କାଲିଠାରୁ ଆରମ୍ଭ ହେବ ୨୧ତମ ରାଜ୍ୟ କମନ ୱେଲଥ ଟେବୁଲ ଟେନିସ ଚମ୍ପିୟାନ ସିଫ ଏଥି ପାଇଁ ରାଜ୍ୟ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପ୍ରସ୍ତୁତି ଜୋରଦାର ଚଲାଇଛି । ଏହି ଆନ୍ତର୍ଜାତିକ ଖେଳ ପାଇଁଁ ୧୪ ଟି ଦେଶ ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ । ପ୍ରାୟ ସମସ୍ତ ଦେଶର ଖେଳାଳି ମାନେ ଭିଡ ଜମାଇଲେଣି ସିଲଭର ସିଟି କଟକ ରେ । ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ସୂଚନା ମିଳିଛି ।