ରୋଗୀ ଙ୍କୁ ଇଞ୍ଜେସନ ଦେଉଛନ୍ତି ଚତୁର୍ଥ କର୍ମଚାରୀ ନାହାଁନ୍ତି ସ୍ୱାସ୍ଥ୍ୟ କର୍ମୀ 

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଗ୍ରାମ୍ୟ ଅଞ୍ଚଳ ର ସ୍ୱାସ୍ଥ୍ୟ ଅବସ୍ଥା କୁ ଗୁରୁତର ଦେଇ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆୟୁକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଲ୍ୟାଣ କେନ୍ଦ୍ର ଖୋଲିଛନ୍ତି I ଯାହା ଦ୍ୱାରା ରୋଗୀ ସେବା ପାଇବେ ଓ ମାଗଣା ଔଷଧ ଚିକିତ୍ସା ପାଇବେ ହେଲେ ଏହି ସବୁ ସୁବିଧା ପାଇବା ପାଇଁ ଦେବାକୁ ପଡ଼ୁଛି ଟଙ୍କା ସେତିକି ନୁହେଁ ମାଗଣାରେ କେନ୍ଦ୍ର ସରକାର ଔଷଧ ଦେବା ଜାଗା ରେ ଦିଆ ଯାଉଛି I ବାହାରୁ ଔଷଧ ତାହା ମଧ୍ୟ ମେଡିକାଲ ଭିତରେ ଡକ୍ଟର ଖୁଦ୍ ଦେଉଛନ୍ତି ପାଖରେ ଜଗିଛନ୍ତି ଔଷଧ ସଂସ୍ଥାର ପ୍ରତିନିଧି ରୋଗୀଙ୍କୁ ଇଞ୍ଜେସନ ଠାରୁ ନେଇ ଅନେକ ଚିକିତ୍ସା କରିଛନ୍ତି I ଚତୁର୍ଥ ଶ୍ରେଣୀ କର୍ମଚାରୀ ମୋହନା ବ୍ଲକ ର ଚାନ୍ଦିପୁଟ ଗ୍ରାମ ରେ ଥିବା ଆୟୁଷ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏଠାରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ନଥିବାରୁ ପ୍ରତ୍ୟକ ଦିନ ଅଞ୍ଚଳ ର ବହୁ ରୋଗୀ ଆସନ୍ତି ଚିକିତ୍ସ ପାଇଁ ହେଲେ ଚିକିତ୍ସା ମିଳୁଛି ସତ ତାହା ମଧ୍ୟ ଦିନ ଦିପହରେ ଟଙ୍କା ନେଇ ସରକାରୀ ଔଷଧ ଅଛି କିନ୍ତୁ ଡକ୍ଟର ଦେଉଛନ୍ତି ପ୍ରାଇବେଟ ଔଷଧ ଇଞ୍ଜେସନ ମଧ୍ୟ କିଣିବା କୁ ପଡ଼ୁଛି ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି I ଚତୁର୍ଥ ଶ୍ରେଣୀ କର୍ମଚାରୀ ଦେଉଛନ୍ତି ରୋଗୀ ଙ୍କୁ ଇଞ୍ଜେସନ ଏହା ଦିନିକିଆ କଥା ନାଇ ପ୍ରତେକ ଦିନ ଏଭଳୀ ଏଠି ଚାଲିଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଦ୍ୱାରା ରୋଗୀ ସେବା ସରକାର ଙ୍କ ନିୟମ କୁ ସିଧା ସଳଖ ଉଲଙ୍ଘନ କରୁଛନ୍ତି ଡକ୍ଟର କାରଣ ସରକାରୀ ମେଡିକାଲ କୁ କୋଣଶି ଔଷଧ ସଂସ୍ଥା ର ପ୍ରତିନିଧି ଆସିବେନି ହେଲେ ଏଠାରେ ବସି ରହିଛନ୍ତି I ପ୍ରତିନିଧି ଏହି ବିଷୟ ରେ ଡକ୍ଟର ମନୋଜ ମହାନ୍ତି କହିଛନ୍ତି ମୁଁ ଏଠି ଦୀର୍ଘ ବର୍ଷ ହେଲା ରୋଗୀ ଚିକିତ୍ସା କରିଆସୁଛି I ଆଉ କିଛି ଦିନ ପରେ ମୁଁ ଉଚ୍ଚ ପଦବୀ ପାଇବି ଆଶା ଅଙ୍ଗନୱାଡ଼ି ଦେଇ ପାରୁଛନ୍ତି ଇଞ୍ଜେସନ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରି ୨୫ବର୍ଷ କାମ କରଛୁ ଶେ ମଧ୍ୟ ଦେଇପାରିବ ସେପଟେ ଉକ୍ତ ଡକ୍ଟର ବାବୁ ବହୁ ବର୍ଷ ରହିଛନ୍ତି ଯୋଦୀ କିପରି ସ୍ବାସ୍ଥ୍ୟ କର୍ମଚାରୀ ଅଭାବ କଥା କହିନାହାନ୍ତି I ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନା ଏଠି ଟଙ୍କା ନେଇ ଚିକିତ୍ସା ଯୁଗାଇବା ରେ ବାଧା ସୃଷ୍ଟି ହେବ ତେଣୁ ଉକ୍ତ ଡକ୍ଟର ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ବାସ୍ଥ୍ୟ କର୍ମୀ ଓ ଭୋଲ ଡକ୍ଟର ଜୁଗାଇବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି I ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଇଞ୍ଜେସନ ଦେବାରେ ଟିକେ ଭୁଲ ପାଇଁ କିଏ ଜାଣେ କା ନିରୀହ ଜୀବନ ଚାଲିଯିବ ନିରାମୟ ଯୋଜନା ର ଟିକେ ଭୁଲ ପାଇଁ ଏବଂ ଜିଲ୍ଲା ଅଧିକାରି ଙ୍କ ଅଣଦେଖା ପାଇଁ ଆୟର୍ବେଦିକ ଚିକିତ୍ସ ଜାଗାରେ ହେଉଛି ଏଲପାତିକି ଚିକିତ୍ସା I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ