ବ୍ରହ୍ମପୁର,(ରାଜେଶ ପଟ୍ଟନାୟକ): ବ୍ରହ୍ମପୁରର ଶୀତଳାପଲ୍ଲୀରେ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ରହିଥିବା କରୋନା ରୋଗୀମାନଙ୍କୁ ଭଲ ଖାଦ୍ୟ ମିଳୁନାହିଁ କହୁଥିବା ଅଭିଯୋଗକୁ ଭିତ୍ତିକରି ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସେଠାରେ ଖାଦ୍ୟ ଗ୍ରହଣ କରିଥିଲେ ଓ ପରେ ଏହା ଉତ୍କୃଷ୍ଟ ମାନର ବୋଲି ଟୁଇଟ କରି ଜଣାଇଛନ୍ତି।