ସଡକ ଦୁର୍ଘଟଣାରେ ୧ ମୃତ ୨ ଗୁରୁତର

ଖୋର୍ଦ୍ଧା ( ଯୁଗାବ୍ଦ ନ୍ୟୁଜ୍) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଥାନା କୟଥପଲ୍ଲା ଛକ ନିକଟରେ ସଡକ ଦୂର୍ଘଟଣା ଘଟିଛି । ସଡକ ଦୂର୍ଘଟଣାରେ ୧ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତଙ୍କୁ ନିକଟସ୍ଥ ଟାଙ୍ଗି ମେଡିକାଲରେ ଭର୍ତ୍ତିକରାଯାଇଥିଲା ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ଭୂବନେଶ୍ୱର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଭୂବନେଶ୍ୱରରୁ ଛତ୍ରପୁର ଏମଭିଆଇ ରେ ଆସୁଥିବା ସମୟରେ ଏକ ଟ୍ରକକୁ ଏମଭିଏ ଗାଡି ଧକ୍କା ଦେଇଥିଲା । ଏହି ଘଟଣାରେ ଡ୍ରାଇଭର ମୃତ୍ୟୁ ବରଣ କରିଛନ୍ତି । ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ