ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ମଦ ଦୁକାନି
ମୋହନା,(ଅଂଶୁମାନ ପଣ୍ଡା):ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ସରକାର ସାରା ରାଜ୍ୟ କୁ ତାଲା ବନ୍ଦ କରିଥିବା ବେଳେ ତା ସହ ଦେଶୀଭାଟି,ବିଦେଶୀ ମଦଦୁକାନବନ୍ଦ କରିଛନ୍ତି କିନ୍ତୁ ଏହାକୁ ଅଣ ଦେଖା କରି ମଦ ଦୁକାନି ମାନେ ଲୁଚାଛପା ରାତି ଅଧ୍ୟ୍ୟବିକିବାରେ ଲାଗିଛନ୍ତି କିଛିଦିନ ତଳେ ଖବର କାଗଜରେ ପ୍ରକାଶିତ ପରେ ମଧ୍ୟ୍ୟ ମଦ ଦୁକାନି ମାନେ ଚାଲେଞ୍ଜ ସହ ବେପାର କରିଛନ୍ତି ମୋହନା ପୋଲିସି ସକାଳ ବେଳେ ଭରୁ୬ଟା ବେଳେ ମୋହନା ରୁ ଦେଶୀ ମଦ ନେଇଯାଉଥିବା ଏକ ଅଟ ଓଡ଼ି,୦୭ଏବି ୬୧୪୫ଦୃତ ଗତିରେ ଯାଉଥିଲା ତାକୁ ଅଟକାଇ ଯାଞ୍ଚ କରିବା ବେଳେ ଅଟରେ ୩୦ଲିଟର ଦେଶୀମଦ ପାଉଚୁ ମିଳିଥିଲା ଏଇ ମଦ ମୋହନା ରୁ ଅନ୍ତରବା କୁ ଯାଉଥିବା ବେପାରୀ କହିଛନ୍ତି ଏ ନେଇ ମୋହନା ଥାନା ତରଫରୁ ଏକ ମାମଲା ରୁଜୁ କରି ଅଟ କୁ ଜବତ କରିବା ସହ୨ଜଣକୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ଜଣାପଡିଛି ପ୍ରକାଶଥାଉକି ଅବକାରୀ ବିଭାଗ ବନ୍ଦ କରି ସିଲ ମାରିଥିବା ବେଳେ ରାତିରାତି କେମିତି ମଦ ଚାଲଣ ହଉଚି ତା ଏବେ ଚର୍ଚ୍ଚ ର ବିଷୟ ପାଲଟିଛି ତେବେ ଏଠୁ ଜଣାପଡୁଛି ଯେ ମଦ ମାଲିକ ମନେ କିପରି ସରକାରଙ୍କୁ ଓ ପ୍ରଶାସନକୁ ଆଖିରେ ଧୁଳି ପକାଇ ଚାଲିଛନ୍ତି


