ସୁଦାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ୩୭ ମୃତ ,୨୦୦ ରୁ ଅଧିକ ଆହାତ

ଖାର୍ଟୁମ , ପୂର୍ବ ସୁଦାନରେ ଆଦିବାସୀ ଦୁଇଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟି ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଜଣ ଗୁରୁତର ଆହାତ ହୋଇଛନ୍ତି । ଗତ ୧ ସପ୍ତାହ ଧରି ଆଦିବାସୀ ଗୋଷ୍ଟି ମଧ୍ୟରେ ସଂଘର୍ଷ ଜାରୀ ରହିଛି । ଘଟଣା ପଛର କାରଣ କଣ ରହିଛି ତାହା ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ