ସ୍ମାର୍ଟ ସିଟି ରେ ସ୍ମାର୍ଟ ୱାଇଫାଇ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ )ପୂର୍ବଭାରତ ବିକାଶ ପଥ ପାଲଟି ଥିବା ଭୁବନେଶ୍ୱର ର ସମସ୍ତ ଜାଗାରେ ଉପଲବ୍ଧ ହେବ ମାଗଣା ୱାଇଫାଇ । ଏ ନେଇ କେନ୍ଦ୍ରଗୃହ ନିର୍ମାଣ ଓ ସହରାଞ୍ଚଳ ସଚିବ ଦୁର୍ଗା ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ସିଏ ଏନେଇ ଟ୍ୟୁଟ କରି ଜଣାଇଛନ୍ତି ଯେ ସ୍ମାଟ ସିଟି ମିଶନ ରେ କାର୍ଯ୍ୟକାରୀ ହେଉଥିବା ୱାଇଫାଇ ସେବା ଭୁବନେଶ୍ୱର ପ୍ରମୁଖ ଛକ ମାନଙ୍କ ପାଖରେ ଉପଲବ୍ଧ ହେବ । ଯୋଗା ଯୋଗ କ୍ଷେତ୍ର ରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ