ସ୍ୱତନ୍ତ୍ର ଓଜେଇଇ ଆବେଦନ ଅଗଷ୍ଟ ୧୭ ଯାଏଁ ବୃଦ୍ଧି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସ୍ପେଶାଲ ଓଜେଇଇ ଆବେଦନ ତାରିଖ ଅଗଷ୍ଟ ୧୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।ଏଥିପାଇଁ ଅଗଷ୍ଟ ୧୮ ମଧ୍ୟରେ ଫି ଦାଖଲ କରିହେବ । ପୂର୍ବରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଥିଲା ଆବେଦନର ଶେଷ ତାରିଖ । ଯେଉଁମାନେ ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ବି କରିପାରିବେ । ନିଜ ପସନ୍ଦର ସେଂଟର ପରିବର୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଆଗାମୀ ସୟରେ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ । ତେବେ ପୂର୍ବରୁ ମଧ୍ୟ କରୋନା ଲାଗି ପରୀକ୍ଷାକୁ ଘୁଂଚାଇ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ