ୟୁଥ୍ ଫର ସେବା ଚୌଦ୍ଵାର ତରଫରୁ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ଵାର, (ଦୀପକ୍ କୁମାର ବେଉରା) :କାର୍ଗିଲ ବିଜୟ ଦିବସ ଅବସରରେ ଆମ ଗ୍ରୁପ୍ ତରଫରୁ ଚୌଦ୍ଵାର ଅଞ୍ଚଲରୁ ବିର ସହିଦ ହୋଇଥିବା ସହିଦ ଯବାନ ରାଜ୍ କିଶୋର ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ, ଦୀପଦାନ ଓ ମହମବତୀ ଜାଳି ନୀରବ ପାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ୟୁଥ ଫର “ସେବା” ର ସଭାପତି ସାରଦା ରଞ୍ଜନ ପରିଜା, ନବୀନ ରାଓ, ଅନିରୁଦ୍ଧ ମହାନ୍ତି, ବନମାଳି ସାହୁ , ସନ୍ତୋଷ ସାହୁ, ଉମା ଚରଣ ସାହୁ, ସାଇ ଏବଂ ଅଗ୍ନି ବିଭାଗର କତୃପକ୍ଷଙ୍କ ଦ୍ୱାରା ଆଜି କାର୍ଗିଲ ସହିଦ ଦିବସ ଉପଲକ୍ଷେ ସହିଦ ରାଜ କିଶୋର ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ପ୍ରଦାନ କରାଗଲା. ଏହି ଅବସରରେ ସହିଦ ଯବାନଂକ ସ୍ମ୍ରୁତ୍ତି ଚାରଣ କରାଯଇଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ