୪୭ ବର୍ଷ ରେ ପାଦ ଥାପିଲେ ଯୋଗୀ
୪୬ ବସନ୍ତ ଅତିକ୍ରମ କରି ୪୭ ବର୍ଷ ରେ ପାଦ ଥାପିଛନ୍ତି ବିଜେପି ର ଅଗ୍ନିବର୍ଷି ନେତା ତଥା ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସନ୍ଥ ରୁ ମୁଖ୍ୟମନ୍ତ୍ରୀ ପାଲଟି ଥିବା ଏହି ନେତା ଗଣ ମାଧ୍ୟମର ସୀରନାମାରେ ଥାନ୍ତି । ଆଜି ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଶୁଭେଚ୍ଚା ଜଣାଇଛନ୍ତି । ନିଜର ଜନ୍ନ ଦିନର ବାର୍ତ୍ତା ରେ କହିଛନ୍ତି ଗୋରଖପୁରର ସାଧାରଣ ମହନ୍ତ ଙ୍କ୍ୁ ଆଜି ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଚା । ଜଣେ ସନ୍ଥ ଯିଏ ସାଧାରଣ ଲୋକଟିଏ ଭଳି ଜୀବନ ଯାପନ କରନ୍ତି ମୁଖ୍ୟମନ୍ତ୍ରୀ ହେବାପରେ ଯୋଗୀଙ୍କର ପ୍ରଂସଶକ ଙ୍କ ସଂଖ୍ୟା ବଢିଯାଇଛି । ଅଭିବାହିତ ଥିବା ଏହି ସନ୍ଥ ସାଂସରିକ ମୋହ ମାୟା ଛାଡି ସନ୍ନ୍ୟାସୀ ହୋଇଯାଇଥିଲେ ।