୮୬ କିଲୋ ଗଂଜେଇ ସହ ଜଣେ ଗିରଫ ଗାଡି ଜବତ

ମୋହନା, (ଅଂଶୁମାନ ପଣ୍ଡା) :-ଏସପି ଙ୍କ ନିର୍ଦ୍ଧେଶକ୍ରମେ ପ୍ରତ୍ୟକ ଦିନ ଭଳି ମଙ୍ଗଳବାର ଦିନ ଏସ୍ଡିପିଓ ଦିଲ୍ଲୀପି କୁମାର ନାୟକ ଙ୍କ ତ୍ୱତାବଦନ ରେ ଆର ଉଦୟଗିରି ଥାନା ଏସ ଆଇ ମୁକେଶ ଲାକରା ଏସ ଆଇ ଏ, କେ ମିଶ୍ର ଓ ତାଙ୍କ ଟିମ ମୋହିନ୍ଦ୍ରଗଡ଼, ଛେଳିଗଡ଼ ଅଞ୍ଚଳରେ ପେଟ୍ରୋଲିଙ୍ଗି କରୁଥିବା ବେଳେ ମକାପଦା ଛକ ନିକଟରେ ଥିବା ଗୁଙ୍ଗି ମନ୍ଦର ନିକଟରେ ଏକ କାର ନଂ ପ୍ଲେଟ ନଥିବା ଦେଖି ଅଟକାଇ ଯାଞ୍ଚ କରିବା ବେଳେ ତିନଟି ପ୍ଲାଷ୍ଟିକ ଅଖା ରେ ଗଂଜେଇ ଥିବା ପାଇଥିଲେ ଉକ୍ତ ଗଂଜେଇ କୁ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା ୮୭ କିଲୋ ହୋଇଥିଲା I ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରିଛି ପୋଲିସ ସେ ହେଲେ ନୂତନଗଡ଼ ଗ୍ରାମ ର ନୂତନ ପାଣି ୩୨ ଏ ନେଇ ଉଦୟଗିରି ଥାନା କେଶ ନଂ୬୬/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ