ଟାଟାଷ୍ଟିଲ ପକ୍ଷରୁ ମାଗଣା ଗ୍ଲୁକୋମା ଓ ଚକ୍ଷୁ ପରୀକ୍ଷା ଶିବିର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱ ଗ୍ଲୁକୋମା ସପ୍ତାହ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି ଶିବିରକୁ ଗୋପାଳପୁର ଟାଟାଷ୍ଟିଲ ଫାଉଣ୍ଡେସନ ୟୁନିଟ୍ ମୁଖ୍ୟ ରକିମାର୍ଟିନ ଉଦଘାଟନ କରିଥିଲେ । ଏହି ଶିବିରରେ ୮୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ଓ ୨୬ ଜଣ ଙ୍କୁ ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଯାଇ ଓ ଫୋଟ ସଂଗ୍ରହ କରାଯାଇଛି। ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଥିଲା ।ଏହି ଶିବିରକୁ ଟାଟା ଫାଉଣ୍ଡେସନ ର ନରସିଂହ ସାହୁ, ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ନଳିନୀକାନ୍ତ ରାଉତସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ