ସମିତି ସ୍ତରୀୟ ସମବାୟ ସେବା ଓ ଋଣ କର୍ମ୍ ସାଳା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସମ୍ମୁଖ ରେ ଥିବା ଲେମ୍ପ କାର୍ଯ୍ୟଳୟ ଠାରେ ସମିତି ସ୍ତରୀୟ ସମବାୟ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିବନ୍ଦକ ହରିହର ସେଠ୍ ସମ୍ମାନୀତ ଅତିଥି ଭାବେ ଉପ ନିବନ୍ଧକ ନାରାୟଣ ସେଠୀ, ଅଗ୍ରିକେଳଚର୍ ଅଧିକାରୀ, ପରିଚାଳନା ନିର୍ଦେଶିକା ସସ୍ମିତା ପଣ୍ଡା, ମେନଜର ମନତି ମଣ୍ଡଳ ଯୋଗ ଦେଈ ଲିଲିଗଡ ଓ ମୋହନା ରେ ଦୁଇ ହିତାଧିକାରୀ ଙ୍କୁ ନୂତନ ଋଣ ପ୍ରଦାନ ଓ ମହିଳା ମଣ୍ଡଳ କୁ ଋଣ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅଞ୍ଚଳ ର ଚାଷୀ ମାନଙ୍କୁ କିଭଳୀ ଶାଖା ର ମେମ୍ବର ହେବେ ଓ କମ ଶୁଦ୍ଧ ହାର ରେ ଋଣ ପାଇବେ ଓ ଚାଷ କରି ଉପକୃତ ହେବେ ତାହା ଶହ କମ ଦର ରେ ବିହନ କିଣି ଚାଷ କରି ମୂଲ୍ୟବାନ ହେବେ ସେ ନେଇ ଚାଷୀ ଙ୍କୁ ପରାମର୍ଶ ଦିଆଯାଇଛି ଏହା ଶହ ଜେଉଁ ମାନେ ଋଣ ପାଇଁ ଆବେଦନ କରିବେ ସେମାନେ ବ୍ଲକ୍ ରେ ଥିବା ଲେମ୍ପ୍ କୁ ଯାଇ ପରିଚାଳନା ନିର୍ଦେଶିକା ଙ୍କୁ ଭେଟି ଆବେଦନ କରିବେ ବୋଲି କର୍ମ ସାଳା ରେ କୁହାଯାଉଛି ଏହୀ କାର୍ଯ୍ୟକ୍ରମ ରେ ଅଞ୍ଚଳ ଚାଷୀ ମାନେ ଯୋଗ ଦେଇଥିଲେ