ଗଜପତିରେ ବିରଳ ପାଟ ମୂଷା ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ମୋହନା ବନବିଭାଗ ଦ୍ବାରା କଲେଜ ଛକ ନିକଟ ନିରଞ୍ଜନ ସାହୁଙ୍କ ଘରକୁ ଏକ ବିରଳ ପ୍ରଜାତିର ପାଟ ମୂଷା ପଶି ଆସିଥିଲା। ମୂଷାକୁ ଦେଖୁ ସେ ମୋହନା ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଦେବାଶିଷ ଶତପଥୀ ଓ କର୍ମଚାରୀ ପହଞ୍ଚି ପାର୍ଟି ମୂଷାକୁଉଦ୍ଧାର ପାଟ ମୂଷାଉଦ୍ଧାର କରି କାର୍ଯ୍ୟାଳୟକୁ ଆଣିଥିଲେ। ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ପାଟି ମୂଷାଟିର ବୟସ ପ୍ରାୟ ୬ ରୁ ୮ ମାସ ହେବ. ମୂଷାଟିର ସ୍ୱାସ୍ଥ୍ୟଅବସ୍ଥା ଠିକ ହେବା ପରେ ଲଖାରି ଅଭୟରଣ୍ୟରେ ଛଡାଗଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ