କେସିଙ୍ଗା ରେ କଂଗ୍ରେସ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଶୋଭା ଯାତ୍ରା

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଅୱାହଁ କ୍ରମେ ୯ ଗୁରୁବାର ଦିନ ଏକ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଶୋଭା ଯାତ୍ରା କଂଗ୍ରେସ ଭବନ ଠାରୁ ଟାଉନ । ସଭାପତି ଶ୍ରୀଯୁକ୍ତ ସୁଭାଷ ଜୈନ୍ ଓ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ରାହାସ ସାହୁ ଙ୍କ ସଭାପତିତ୍ବରେ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ପହଚି ଥିଲା ।ପରେ ଟାଉନ ସଭାପତି ସୁଭାଷ ଜୈନ୍ ଙ୍କ ସଭାପତତ୍ବରେ ଏକ ସଭା ର ଆୟଜନ୍ କରାଯାଇଥିଲାଉକ୍ତ ସଭାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ଚରିଦୁଆର ଖୋଲିବା, ରତ୍ନ ଭଣ୍ଡାର ର ଗଣତି ଓ ମନତି ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଚାଷ ଜମି ଫେରସ୍ତ ପାଇବା ବିଷୟ ବସ୍ତୁ ଉପରେ ସରକାର ଙ୍କ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି କରାଯାଇଥିଲା,ଉକ୍ତ ସଭାରେ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ରାମ କୁମା ଜୈନ୍ ପିସିସି ମହିଳା ମୋର୍ଚ୍ଚା ଭାଇସ ପ୍ରେସିଡେଣ୍ଟ ମୋତି କୈବର୍ତ୍ତ,ପିସିସି ସଦସ୍ୟା ଯୋଷ୍ନା ବଗର୍ତ୍ତୀ,ପିସିସି ସଭ୍ୟ ତିକେମନ୍ ଦୀପ ,କଳାହାଣ୍ଡି ଆଦିବାସୀ ସେଲ ର ସଭାପତି ଶେଷଦେବ ମାଝୀ, କଳାହାଣ୍ଡି ଯୁବ ଇଞ୍ଚର୍ଜ ବିଜୟକୁମାର ଦୀପ,କେସିଙ୍ଗା ମହିଳା ମୋର୍ଚା ର ସଭାନେତ୍ରୀ ରାଜକୁମାରୀ ସରାଫ,ସଦର ନିର୍ବାଚନଣ୍ଡଳୀର ସଭାପତି ରୋହିତ ଜୈନ୍,ପୂର୍ବତନ କେସିଙ୍ଗା ବ୍ଲକ୍ ସଭାପତି ରଜନୀ ପୋଢ଼, ଟିକେମନ୍ ନିଆଲ, ବରିଷ୍ଠ କଂଗ୍ରେସ ଓକିଲ୍ ଗୁରୁପ୍ରସାଦ ବଗର୍ତ୍ତି,ଓ କୃଷ୍ଣ ନାଗ, ବାୟେଜେଷ୍ଟ କଂଗ୍ରେସ ନେତା ଟିକେମନ ଭୋଇ , ,ରାଜେନ୍ଦ୍ର ପାତ୍ର, ବସନ୍ତ ନାୟକ, ଦୁର୍ଯ୍ୟଧନ ନିଆଲ୍, ବିଶ୍ବାସୀ ନାୟକ, ଗରୁଡ଼ ନାୟକ, ସଞ୍ଜୀବ ସାହା, ଆଶିଷ ସାହା, ପୁରନ୍ଦର କୁଭାର,ରତନ ଦୀପ,ଧରଣୀ ନାଏକ,ବରୁଣ ସାହୁ, ବିଶ୍ବରଂଜନ ମିଶ୍ର,ରାଜୁ ନାୟକ, ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ