ଶିକ୍ଷିତ ଦିବ୍ୟାଙ୍ଗଯୁବକ ବ୍ୟବସାୟ କରିବାକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲେ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ମୁଁ ଜଣେ ଦିବ୍ୟାଙ୍ଗ ବିଏ ପାସ କରିଛି, ମାତ୍ର ମୋ ପାଖରେ ଚାକିରୀ ନାହିଁ, ପରିବାର ବୋଝ ମୋ ଉପରେ, କେମିତି ଘର ଚଳାଇବି, କିଛି ବ୍ୟବସାୟୀ କରି ନିଜେ ମୋ ପରିବାର ଚଳାଇବାକୁ ଆଗକୁ ଆସିଛି , ହେଲେ ମୋ ପାଖରେ ଅର୍ଥ ର ଘୋର ଅଭାବ, ଏଣୁ ମୋ ଗୁହାରୀ ଟିକିଏ ଶୁଣନ୍ତୁ ବାବୁ କହି ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଭେଟି ଅନୁରୋଧ କରିଛନ୍ତି ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଂଚାୟତ ର ଦୁଆନପଲ୍ଲୀ ଗ୍ରାମ ର ଅମର କୁମାର ମଲିକ, ସେ ଗୋଟିଏ ଜନ ସେବା କେନ୍ଦ୍ର (ସିଏସସି ) ଖୋଲିକି ବ୍ୟବସାୟ କରିବା ସକାଶେ ଉକ୍ତ ଅନୁରୋଧ ପତ୍ର ଉଲ୍ଲେଖ କରିଛନ୍ତି ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ