ପୁରୀ ବାହାରିଲେ ରାୟଗଡ଼ ବ୍ଲକରୁ ୪୨୦ ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ତୀର୍ଥ ଓ ଐତିହାସିକ କ୍ଷେତ୍ର ପରିଭ୍ରମଣ କରିବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇନେବା ପାଇଁ ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକର ଏକୋଇଶି ଗ୍ରାମପଞ୍ଚାୟତରୁ ଚାରିଶହ କୋଡିଏ ଶ୍ରଦ୍ଧାଳୁଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରୁ ସୋମବାର ନଅଛି ଯାତ୍ରୀବାହୀ ବସ୍ ପୁରୀ ଅଭିମୁଖେ ବାହାରିଥିଲା। ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ସମସ୍ତଙ୍କ ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଯାତ୍ରା ସର୍ମ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ।ନଙ୍କ ମଧ୍ୟରେ ମଧ୍ୟରେ ପୂର୍ବତନ ଅଧ୍ଯକ୍ଷ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅନୁର୍ଯ୍ୟାମୀ Iମୀ ଗମ ଯାତ୍ରା ପାଇ ବିଡ଼ିଓ ସୁଧୀର କୁମାର ସିଂ ପ୍ରମୁଖ ଶୃଙ୍ଖଳିତ ଯାତ୍ର ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଯାତ୍ରାକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥୂବା ସହ ରାଜ ସରକାରଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ