ଗଞ୍ଜେଇ ଚାଲାଣ ବେଳେ ୨ ଆରପିଏଫ କନେଷ୍ଟେବଳଙ୍କ ସମେତ ୩ଜଣ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ପ୍ରଦେଶର ଇଛାପୁରମ ପୋଲିସକୁ ବଡ ସଫଳତା ଇଛାପୁରମରର ପୁନେ ଗଞ୍ଜଇ ଚାଲାଣ ବେଳେ ଚାଲାଣ କାରିଙ୍କୁ ଗିରଫ କରିଛି ପୋଲିସ ପାରଳାଖେମୁଣ୍ଡିର ୩ଜଣ ଚାଲାଣ କାରି ସମେତ ୨ଜଣ କାର୍ଯ୍ୟରତ ଆରପିଏଫ କନେଷ୍ଟେବଲଙ୍କୁ ଗିରଫ କରିଛି ପୋଲିସ ଏହି ଘଟଣାରେ ୭୧କିଲୋଶହେ ୨୦ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ଗଞ୍ଜେଇ ଚାଲାଣ କାରି ଉତରା ଗୌଡ ଆର.ଉଦୟଗିରି ବ୍ଲକ, ରାୟଗଡ ବ୍ଲକର କୁସା ଭୂୟାଁ, ରଞ୍ଜୁ ଗମାଙ୍ଗ ତାଳମୁଣ୍ଡା ଗ୍ରାମର ସମସ୍ତେ ପାରଳାଖେମୁଣ୍ଡିର ଜଙ୍ଗାମ ସାହିରେ ରହୁଥିଲେ ବୋଲି ସୂଚନା ଦେଇଛି ପୋଲିସଜ୍ଝ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଇଛାପୁରମ ରେଳଷ୍ଟେସନ ଆସିଥିଲେ ଜ୍ଝ କୋଣ୍ଣାର୍କ ଏକ୍ସପ୍ରେସରେ ପୁନେ ଜାଇଥାନ୍ତେ ଗଞ୍ଜେଇ ବ୍ୟାଗଧରି ଇଛାପୁରମ୍ ରୁ ତେବେ ଗଞ୍ଜେଇ ଚାଲାଣ ହେଉଥିବା ଜଣି ପାରି ୨୦ହଜାର ଲାଞ୍ଚ ନେଇଥିଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଯୁଧିଷ୍ଟିର ବେହେରା ଓ ବିନୋଦ କୁମାର ବେହେରା ଦୁଇଜଣ ଆରପିଏଫ କନେଷ୍ଟେବଲ ତେବେ ଘଟଣାରେ ଜଣେ ପୁରୁଷ ଓ ୨ଜଣ ମହିଲା ଗଞ୍ଜେଇ ଚୋରା ଚାଲାଣ କାରି ଗିରଫ ହୋଇତିବା ବେଳେ ସେମାନଙ୍କ ସହ ଏକ ଛୋଟ ଛୁଆଟିଏ ମଧ୍ୟ ରହିଛି ସେପଟେ ଅଧିକ ତଦନ୍ତ ପାଇଁ ଇଛାପୁର ପୋଲିସ ରିମାଣ୍ଡରେ ଆଣିଛି ବୋଲି ସୂଚନା ଦେଇଛି ଯେତେବେଳେ ବ୍ୟାଗ ଗୁଡିକୁ ଇଛାପୁରମ ରେଳଷ୍ଟେସନ ନିକଟସ୍ଥ ଏକ ଲଟିରେ ରଖି ସନ୍ଦେହ ଅବସ୍ଥାରେ କିଛି ସ୍ଥାନୀୟ ବାସିନ୍ଦା ଦେଖି ପୋଲିସକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ତଙ୍କା ଲାଞ୍ଚ ଦେବା ପକ୍ରୀୟାରେ ଟ୍ରେନ୍ ଚାଲିଜିବା ସହ ପାଖରେ ଟଙ୍କା ନଥିବାରୁ ଗଞ୍ଜେଇ ଚାଲାଣ କାରି ଇଛାପୁରମ ରେ ଅଟକି ଯାଇଥିଲେ ତେବେ ଗଞ୍ଜେଇ ପାରଳାଖେମୁଣ୍ଡିରୁ ନା ବ୍ରହ୍ମପୁର ନା ଗଜପତି ଜିଲ୍ଲାର ଆଉ କେଉଁଠୁ ଆସିଲା ତାହାକୁ ନେଇ ତଦନ୍ତ କରୁଛି ଇଛାପୁରମ ପୋଲିସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ