ଲାଭାର୍ଥୀ ସମ୍ମିଳନୀ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାତଡ଼ିହି ବଜେପି କାର୍ଯ୍ୟାଳୟ ପରିସରରେ ଲାଭାର୍ଥୀ ସମ୍ମିଳନୀ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସାଂସଦ ତଥା ପୂର୍ବତନ ଅନୁସୂଚିତ ଜନଜାତି ବର୍ଗ ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନନ୍ତ ନାୟକ, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଲାଭର୍ଥୀ ସମ୍ମିଳନୀର ବିଧାନସଭା ସଂଯୋଜକ ସୁଶାନ୍ତ ଜେନା, ବିସ୍ତାରକ ତରାକାନ୍ତ ସାହୁ, ମଣ୍ଡଳ ସଭାପତି ହରମୋହନ ଶାସିନ, ବଳଭଦ୍ର ବାରିକ, ମିଲୁ ମହାନ୍ତ, ସତ୍ୟଜିତ ବେହେରା, ଟୁକୁନା ମହାନ୍ତ, ଶଶିକାନ୍ତ ରାଉତ ଙ୍କ ସମେତ ତୃପ୍ତିମୟୀ ଯେନା, ଦୀପ୍ତି ଖୁଣ୍ଟିଆ, ପ୍ରଣୟନି ନାୟକ, ପାର୍ବତୀ ଲୋହାର, ଇନ୍ଦୁମତି ଖଣ୍ଡା, ଅଧର ବେହେରା, ସୁଭାଦ୍ରୀ ବଳିଆର ସିଂ, ବେଣୁଧର ଯେନା, ଶାନ୍ତନୁ ଖୁଣ୍ଟିଆ, ରୁଦ୍ରପ୍ରସଦ ଜେନା, ଜିତନ ଶଙ୍ଖୁଆ, ଆଲୋକ ଜେନା, ପ୍ରାଣବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ରସରକାରଙ୍କ ଲାଭର୍ଥୀ ମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା ଓ ଧନ୍ୟବାଦ ସହ ଏ ନିର୍ବାଚନରେ ଆଶୀର୍ବାଦ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିବାକୁ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ