ରଙ୍ଗ ଉତ୍ସବ ସମ୍ମାନ ୨୦୨୪

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉର୍ଦ୍ଧ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ସହ କବିତା ଓ ସଙ୍ଗୀତ ରେ ରଙ୍ଗ କୁ ପରଷି, ଅନେକ ଅତିଥି ମାନଙ୍କ ଗହଣ ରେ ପାଳନ କରାଗଲା ରଙ୍ଗ ଉତ୍ସବ ସମ୍ମାନ ୨୦୨୪, ଏହି ଅବସରରେ ଉଦଘାଟକ ଭାବେ ଯୋଗଦେଇଥିଲେ ବିଶିଷ୍ଟ କବି ତଥା ରାଜନେତା ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିଭୂତିଭୂଷଣ କର, ୱାଡ୍ ନଂ ୩୨ର କର୍ପୋରେଟର ଶ୍ରୀଧର ଜେନା ,ପ୍ରଫେସର ଭକ୍ତି ରଞନ ପଲାଇ ସମ୍ମାନୀତ ଅତିଥିଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ଆଜାଦ ହିନ୍ଦ ପାଣିଗ୍ରାହୀ, ବିଶିଷ୍ଟ କବି ତଥା ରାଜନେତା,ବିଶିଷ୍ଟ କବି ରକ୍ଷକ ନାୟକ (ରାଜ୍ଯପାଳଙ୍କର ଜନ ସମ୍ପର୍କ ଅଧିକାରୀ), କବି ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଶରତ ଦାଶ , ସମାଜସେବୀ ଶ୍ରୀମତୀ ସୁଚିସ୍ମୀତା ପୃଷ୍ଟି, ସମାଜସେବୀ ଶ୍ରୀମତୀ ମନସ୍ମିତା ଜେନା ନାୟକ, ଶ୍ରୀଯୁକ୍ତ ଶୁଧୀର ମଉଡ଼ମଣି, ସୌମ୍ୟଦୀପଘୋଷ,କବି ପ୍ରମୋଦ କୁମାର ପ୍ରଧାନ, ରଞନ କୁମାର ମହାପାତ୍ର,ଆଲୋକ ସାମନ୍ତରାୟ, ଅଶୋକ କୁମାର ବେହେରା, କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର,ଡି-ସଂନ୍ତୋଶ, ପ୍ରମୋଦ ରାଉତ,ଶ୍ରୀମତୀ ଉମାରାଣୀ ସତପଥୀ ,ବିନ୍ଦୁଜା ଉପାଧ୍ଧାୟ, ପ୍ରଡ୍ୟୁସର ଶ୍ରୀଯୁକ୍ତ ଶ୍ରୀଧର ମାର୍ଥା,ପ୍ରମୁଖ ଯୋଗ ଦେଇଥିବା ବେଳେ “ରଙ୍ଗ ଉତ୍ସବ ସମ୍ମାନ ୨୦୨୪” ରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଧେଷକ ଜାପାନୀ ଭାଇ ।ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ଯରୁ ମାନସ ବସ୍ତିଆ,ତନ୍ମୟ ସାମନ୍ତରାୟ,ମୁକ୍ତିକାନ୍ତ ଦାସ,କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସାମାଜ ସେବୀ ମହାସଂଘ ର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା, କୁନି କଳାକାର ସୋନାଲି ନୃତ୍ଯ ପରିବେଷଣ କରାଯିବା ସହ ସାଇଦୀପ୍ ସାହୁ, ଶୁଭଶ୍ରୀ ସାହୁ,ପ୍ରଶାନ୍ତ କୁମାର ସଙ୍ଗୀତ ପରିବେଷଣ କରାଯାଇଥିଲା। ଆୟୋଜକ ମୁଖ୍ୟ ଡ. ବନ୍ଦନା ହରିଚନ୍ଦନ , ଅଧ୍ୟକ୍ଷା , ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ,ନିର୍ଦ୍ଧେଷକ ସଂଜୀବ କୁମାର ହରିଚନ୍ଦନ ,ସମ୍ପାଦକ ରୋସନ୍ ଅଲି ବେଗ୍ , ଲୋପାମୁଦ୍ରା ସାମନ୍ତରାୟ,କବିତା ମହାପାତ୍ର, ରାକେଶ ପ୍ରଧାନ,ରସ୍ମିତା ମହାନ୍ତି,ଗୋପାଙ୍ଗିନି ପ୍ରଧାନ,ଶ୍ରୀଯୁକ୍ତ ଅଭୟ କୁମାର ସତପଧୀ,ଜୋସ୍ନା ଢକନ, ହରି କ୍ରିଷ୍ଣା,ସ୍ବାତି,ଯିବିତେଶ୍, ସୁନିତା, ପୂନ୍ଯତୋୟା , ପ୍ରିୟଙ୍କା, ପ୍ରଜ୍ଞା,ପ୍ରଶାନ୍ତି,ବିନ୍ଦାସ ଚିନୁ,ଓ ସାଥୀଙ୍କ ମିଳିତ ସହୋଯୋଗ ରେ ରଙ୍ଗ ଉତ୍ସବ ସମ୍ମାନ ୨୦୨୪ ପାଳନ କରାଯାଇଥିଲା !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ