୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ୫୫ ବର୍ଷ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗ୍ରାମରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ ସେହି ଗ୍ରାମର ବଳରାମ ନାୟକ (୫୫)କୁ ଗିରଫ କରି ଘଟଣାର ତଦନ୍ତ କରୁଛି ମୋହନା ପୁଲିସ ଓ ଶିଶୁ କନ୍ୟାଙ୍କ ମା\’ଙ୍କ ଅଭିଯୋଗ ପ୍ରକାରେ ଗୁରୁବାର ସନ୍ଧ ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ପିଣ୍ଢାରେ ବସିଥିଲା ଓ ଶିଶୁକନ୍ୟାର ମା\’ ଘର ଭିତରକୁ ଭିତରକୁ ଯାଇ ? ବାହାରକୁ ଆସିବା ବେଳେ ଝିଅ ନିଖୋଜ ଥ‌ିବା ଦେଖିବାକୁ ପାଇଥିଲେ ଓ ବହୁ ଖୋଜାଖୋଜି କରିବା ପରେ ଗ୍ରାମଟ କିଛି ଳେ ଲୋକ ବଳର ଳରାମ ଝିଅକୁ ଚିପ୍ପ କିଣାଇ ତାକୁ ନେଇଥ‌ିବା କହିଥିଲେ ଓ ବହୁ ଖୋଜାଖୋଜି ପରେ ଝିଅକୁ ଟଟଙ୍ଗପଡ଼ା ଗ୍ରାମ ନିକଟସ୍ଥ ଏକ ଜଙ୍ଗଲ ରାସ୍ତା ପାର୍ଶ୍ବରେ ପଡ଼ିରହିଥ‌ିବା ମା\’ ଦେଖୁଥିଲେ ଥିଲେ। ନିକଟରେ ଅଭିଯୁକ୍ତ ବଳରାମ ମଧ୍ୟ ଥିଲେ । ଗ୍ରାମବାସୀଙ୍କ ସହାୟତାରେ ଶିଶୁକନ୍ୟା ଏବଂ ଅଭିଯୁକ୍ତଙ୍କୁ ମୋହନା ଥାନାକୁ ଅଣାଯାଇଥିଲା। ପରେ ଶିଶୁକନ୍ୟା ଏବଂ ଅଭିଯୁକ୍ତର ଡାକ୍ତରୀମଇନା କରାଯାଇଥିଲା ଓ ପ୍ରମାଣ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜ୍ଝ ଅନ୍ୟପଟେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜିର କରାଯାଇଥିଲା କରାଯାଇ । ସମିତିର ନିଷ୍ପଭି ପ୍ରକାରେ ତାକୁ ଥଇଥାନର ବ୍ୟବସ୍ଥା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ