ମୁସଲିମ ସଂପ୍ରଦାୟ ତରଫରୁ ବିଜେଡ଼ି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ ମୁସଲିମ ହଲ୍ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ରାଜ୍ୟ ବିଜେଡ଼ି ସଂଖ୍ୟାଲଘୁ ସେଲ୍ ଇ ସଂପାଦକ ମହମ୍ମଦ ଫାୟାଜ୍ ଖାନ୍ ଙ୍କ ସଭାପତିତ୍ବରେ ଉକ୍ତ ସଭାଟି ଆୟୋଜନ କରାଯାଇଥିଲା ଉକ୍ତ ସଭାରେ ବ୍ରହ୍ମପୁର ମୁସଲିମ ସମାଜର ୭ ଗୋଟି ମସଜିଦ ଇ କମିଟି ଓ ଦୁଇ ଗୋଟି ମଦ୍ରାସା ର କମିଟିରେ ସଦସ୍ୟ ସହ ମୁସଲିମ କୂଳର ବ୍ୟକ୍ତିଗଣ ଉପସ୍ଥିତ ଥିଲେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୁର୍ଗୁ ବକ୍ସିପାତ୍ର, ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଆଗାମୀ ନିର୍ବାଚନୀ ଭୋଟ ବିକ୍ଷ୍ୟା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଆର୍ ବେନ୍ ବେଙ୍କ ସଭାପତି ଆର୍ ମୁରଳି ମୋହନ,୨୧ ନଂ ୱ।ର୍ଡ କର୍ପୋରେଟର ଡି କରୂନା କର ଟି ତ୍ରିପତି ପାତ୍ର,ଧିରେନ୍ ମହାରଣା, ରାହିମ୍ ଖାନ୍, ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସାୟାଦ୍ ମୁମତାଜ୍ , ଅବଦୁଲ୍ ରହେମନ୍ ସାକିର୍ ବେଗ୍, ସୁରେଶ ଚନ୍ଦ୍ର ତ୍ରିପାଠୀ, ଏସ୍ କେ ଆକବର୍ , ଏସ୍ କେ ରାଫିକ୍, ଆମାନ୍ ସାରିଫ୍, ଏମ୍ ଡି ଆକ୍ରାମଙ୍କ ବ୍ୟତିତ ମୁସଲିମ କୁଳର ମାନ୍ୟଗଣ୍ୟ ବ୍ୟକ୍ତିଗଣ ଯୋଗଦେଇଥିଲେ ସଭା ଶେଷରେ ଧିରେନ୍ ମହାରଣା ଧନ୍ୟବାଦ ଦେଇଥିଲେ
ଏମ୍ ଡି ଫାୟାଜ୍ ଖାନ୍ ବ୍ରହ୍ମପୁର ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ