ଶ୍ରୀରାମ କଲେଜର ଛାତ୍ରୀ ପ୍ରିୟଦର୍ଶିନୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭୂଗୋଳ ସମ୍ମାନରେ ଟପର୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ଯୁକ୍ତ ୩ ଷଷ୍ଠ ସେମିଷ୍ଟର୍ କଳା, ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର ଓ ବ୍ୟାକ୍ ପରୀକ୍ଷାଫଳ ଗତକାଲି ପ୍ରକାଶିତ ହୋଇଥିଲା। ଗଜପତିର କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଛାତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଭୂଗୋଳ ସମ୍ମାନରେ ଟପର୍ ହୋଇ ଅନୁଷ୍ଠାନ ପାଇଁ ସଫଳତା ଆଣିଛନ୍ତି। କାଶୀନଗର ବ୍ଲକ୍ ଖାରଡ଼ା ଗ୍ରାମର ସ୍ବର୍ଗତ କାଶୀବିଶ୍ଵନାଥ ପ୍ରଧାନ ଓ ରମାଦେବୀ ପ୍ରଧାନଙ୍କ ସାନଝିଅ ପ୍ରିୟଦର୍ଶିନୀ ସର୍ବମେ ର୍ବମୋଟ ୧୪୦୦ ମାର୍କରୁ ୧୨୧ ୨୧୯ ନମ୍ବର ରଖିଛନ୍ତି। କଲେଜ ଅଧ୍ୟକ୍ଷ ଡ.ପ୍ରଶାନ୍ତ ବାନାପ ନାପାଲ୍ଲୀ କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଭୂଗୋ ବିଭାଗର ମୁଖ୍ୟ ସନ୍ତୋଷ କୁମାର ପାତ୍ର, ଗଣିତ ବିଭାଗ ମୁଖ୍ୟ ବିଶ୍ଵରଞ୍ଜନ ଗୌଡ଼ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ତେଲୁଗୁ ବିଭାଗର ଅଧ୍ୟାପକ ପି.ଭେଙ୍କଟ ରାଓ ଓ କଲେଜର କର୍ମଚାରୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ