29ତମ ସବ-ଜୁନିଅର ନାସନାଲ ଟେନିଶ ବଲ କ୍ରିକେଟ ଚାମ୍ପିୟନସିପ

ବ୍ରହ୍ମପୁର,(ଅନିଲ କୁମାର):29ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନ ସିପ ଗୁଜୁରାଟର ଅହମଡା ବାଦ ଠାରେ ଚଳିତ ମାସ 25ରୁ ଆରମ୍ବ ହୋଇ 28ତାରିଖ ପଯ୍ୟନ୍ତ ଚାଲୁଅଛି, ଏହି ଚମ୍ପିୟାସିପରେ ଦେଶର ବିଭିନ୍ନ ସ୍ଥାନରୁ 30ଟି ଦଳ ଭାଗ ନେଇ ଛନ୍ତି, ପୁଲ ସି ଗ୍ରୁପରେ ଓଡିଶା, ମହାରାଷ୍ଟ୍ର, ଦମନ ଡିଉ, ହରିୟାନା,ରହିଛନ୍ତି ଓଡିଶା ଗ୍ରୁପ ଚାମିୟାନ ହୋଇ ପ୍ରି କ୍ଵାଟରରେ ସବସେ ଟିମକୁ 42ରନରେ ହରାଇ କ୍ଵଉଟର ଫାଇନକୁ ପ୍ରବେଶ କରିଚି, ଏହି ମ୍ୟାଚରେ ପ୍ରବୋଧ ସିଙ୍ଗ ଓ ଟି ଅମନ କୁମାର ମ୍ୟାନ ଅପ ମ୍ୟାଚଓ ବେଷ୍ଟ ବୋଲର ପାଇଛନ୍ତି ଖେଳାଳି ମାନଂକୁ ଉତ୍ସା ହୀତ କରିବାପାଇଁ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, ସାଧାରଣ ସମ୍ପାଦକ, ସୋମନାଥ ପରିଡା, ସହ ସମ୍ପାଦକ ସଞ୍ଜୟ ବିଶ୍ୱଇ, ଅଶୋକ ଦାସ, ସୁନୀଲ ମହାରଣା, ଚକ୍ରଧର ମାଝୀ ଖେଳାଳି ମାନଂକୁ ଏବଂ ଟିମର କୋଚ ରଞ୍ଜନ କୁମାର ନାୟକ ମ୍ୟାନେଜର ଦିଲେଶ୍ଵର ରାଓଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ